ସ୍କୁଲରେ ମାସ୍କ ବାଧ୍ୟତାମୂଳକ : ଥଣ୍ଡା,ଜ୍ୱର, କାଶ ହେଉଥିଲେ ସ୍କୁଲ ମନା

୩ ଦିନରେ ଟିକାକରଣ ତଥ୍ୟ ଦେବେ ସ୍କୁଲ ଭୁବନେଶ୍ବର : ସ୍କୁଲକୁ ଫେରିବ କରୋନା କଟକଣା। ରାଜଧାନୀର ସମସ୍ତ ସ୍କୁଲ କ୍ୟାମ୍ପସରେ ଛାତ୍ରଛାତ୍ରୀଙ୍କ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ହେବ। ଖାଦ୍ୟ ସାମଗ୍ରୀ ନେବା ସମୟରେ ଛାତ୍ରଛାତ୍ରୀ ଯେତେଦୂର ସମ୍ଭବ ଦୂରତା ରଖିବେ। ଥଣ୍ଡା, ଜ୍ବର, କାଶ ହେଉଥିବା ଛାତ୍ରଛାତ୍ରୀଙ୍କୁ ସ୍କୁଲକୁ ପ୍ରବେଶ ଲାଗି ଅନୁମତି ମିଳିବ ନାହିଁ। ପିଲାମାନେ ଯେପରି କ୍ୟାମ୍ପସରେ କଟକଣାକୁ ଠିକ୍‌ ଭାବେ ପାଳନ କରନ୍ତି ପ୍ରଧାନଶିକ୍ଷକ, … Continue reading ସ୍କୁଲରେ ମାସ୍କ ବାଧ୍ୟତାମୂଳକ : ଥଣ୍ଡା,ଜ୍ୱର, କାଶ ହେଉଥିଲେ ସ୍କୁଲ ମନା